ନବବର୍ଷ ସମୟରେ ପ୍ରକାଶିତ ଓଡ଼ିଆ ଇ-ପତ୍ରିକା ନବପଲ୍ଲବରେ ଡାକ୍ତର ବିଶ୍ୱରଞ୍ଜନ କରଙ୍କ ଦ୍ୱାରା ରଚିତ କିଛି କ୍ଷୁଦ୍ରଗଳ୍ପକୁ ନେଇ "ନବପଲ୍ଲବରେ ନବବର୍ଷର ନକ୍ସା" ଶୀର୍ଷକ ଲେଖାଟି ସ୍ଥାନିତ ହୋଇଥିଲା । ଏହି ଲେଖାଟିକୁ ଉପସ୍ଥାପନା କରିଛନ୍ତି ଟୁଇଟରେ ଅତି ପରିଚିତ ଲୋକପ୍ରିୟ ଅକାଳ କୁଷ୍ମାଣ୍ଡ ଏବଂ ଶ୍ରୀ ସମ୍ବିତ ଦାସ ମହୋଦୟ ରଙ୍ଗ ତୁଳୀ ଧରି ଆଙ୍କିଦେଇଛନ୍ତି ଭଳି କି ଭଳି ଛବି । ଆଶାକରେ ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିବ ।
Thursday, 8 February 2018
ନବପଲ୍ଲବରେ ନବବର୍ଷର ନକ୍ସା
Tags
# ନବପଲ୍ଲବ
ଲେଖକଙ୍କ ବିଷୟରେ
ମୁଁ ସଂଗ୍ରାମ କେଶରୀ ସେନାପତି, ବୈଷୟିକ ବିଭାଗରେ ପାଠପଢ଼ିଥିଲେ ହେଁ ସାହିତ୍ୟରେ ଟିକେ ଅଧିକ ରୁଚି ରହିଯାଇଛି । ମୋ ପାଇଁ ସାହିତ୍ୟ ବ୍ୟାକରଣ ନୁହେଁ, ମୋ ଭାଷା ହିଁ ହେଉଛି ସାହିତ୍ୟ । ଓଡ଼ିଶା ମୋ' ରାଜ୍ୟ, ଓଡ଼ିଆ ମୋର ଭାଷା ଆଉ ଓଡ଼ିଆ ମୋର ସଂସ୍କୃତି । କବିତା ଲେଖିବା ମୋର ଅଭ୍ୟାସ ଯଦିଓ ନୁହେଁ, କିନ୍ତୁ ଧାଡ଼ିକିଆ କବି କହିପାରିବେ । ଅବଶ୍ୟ ଗପ ଶୁଣିବାକୁ/ପଢ଼ିବାକୁ ମୋତେ ଭଲ ଲାଗେ, ସେଇଥିପାଇଁ କେବେ କେମିତି ଦୁଇଚାରି ଧାଡ଼ି ଗାରେଇ ଦିଏ ।
ନବପଲ୍ଲବ
Labels:
ନବପଲ୍ଲବ
Subscribe to:
Post Comments (Atom)
No comments:
Post a Comment