ସାଗର ନୁହେଁ,ତମେ ରହିଛ ମନର ତରଙ୍ଗରେ ।ତରଙ୍ଗରେ ନୁହେଁ,ତମେ ରହିଛ ମୋ' ନିଶ୍ୱାସରେ ।ପଛରେ ନୁହେଁ,ତମେ ରହିଛ ମୋ' ହୃଦୟ ଭିତରେ ।ବେଳାଭୂମିରେ ନୁହେଁ,ତମେ ତ ସମାହିତ ମୋ' ଭିତରେ ।#CollegeDiary #କଲେଜଡାଏରୀ Read More Share This: Facebook Twitter Google+ Pinterest Linkedin Whatsapp