February 2018 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 8 February 2018

ନବପଲ୍ଲବରେ ନବବର୍ଷର ନକ୍ସା

ସଂଗ୍ରାମ କେଶରୀ ସେନାପତି 12:43 am 0
ନବପଲ୍ଲବରେ ନବବର୍ଷର ନକ୍ସା

ନବବର୍ଷ ସମୟରେ ପ୍ରକାଶିତ ଓଡ଼ିଆ ଇ-ପତ୍ରିକା ନବପଲ୍ଲବରେ ଡାକ୍ତର ବିଶ୍ୱରଞ୍ଜନ କରଙ୍କ ଦ୍ୱାରା ରଚିତ କିଛି କ୍ଷୁଦ୍ରଗଳ୍ପକୁ ନେଇ "ନବପଲ୍ଲବରେ ନବବର୍ଷର ନକ୍ସା" ଶୀର୍ଷକ ଲେଖାଟି ସ୍ଥାନିତ ହୋଇଥିଲା । ଏହି ଲେଖାଟିକୁ ଉପସ୍ଥାପନା କରିଛନ୍ତି ଟୁଇଟରେ ଅତି ପରିଚିତ ଲୋକପ୍ରିୟ ଅକାଳ କୁଷ୍ମାଣ୍ଡ ଏବଂ ଶ୍ରୀ ସମ୍ବିତ ଦାସ ମହୋଦୟ ରଙ୍ଗ ତୁଳୀ ଧରି ଆଙ୍କିଦେଇଛନ୍ତି ଭଳି କି ଭଳି ଛବି । ଆଶାକରେ ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିବ ।