ହେଲେ ତମେ ଦେଇଥିବା ପ୍ରତିଟି ଗୋଲାପକୁ ଆଜି ସାଇତି ରଖିଛି,
ଏବେ ବି କଲେଜ ଡାଏରୀ ଖୋଲିଲେ ସେ ମଉଳା ଗୋପାଲ ଝଲସୁଛି ।
ଯେତେ ଗପିଲେ ବି ମୁଁ ଗପୁଥିବି ।
ଲେଖକଙ୍କ ବିଷୟରେ
ମୁଁ ସଂଗ୍ରାମ କେଶରୀ ସେନାପତି, ବୈଷୟିକ ବିଭାଗରେ ପାଠପଢ଼ିଥିଲେ ହେଁ ସାହିତ୍ୟରେ ଟିକେ ଅଧିକ ରୁଚି ରହିଯାଇଛି । ମୋ ପାଇଁ ସାହିତ୍ୟ ବ୍ୟାକରଣ ନୁହେଁ, ମୋ ଭାଷା ହିଁ ହେଉଛି ସାହିତ୍ୟ । ଓଡ଼ିଶା ମୋ' ରାଜ୍ୟ, ଓଡ଼ିଆ ମୋର ଭାଷା ଆଉ ଓଡ଼ିଆ ମୋର ସଂସ୍କୃତି । କବିତା ଲେଖିବା ମୋର ଅଭ୍ୟାସ ଯଦିଓ ନୁହେଁ, କିନ୍ତୁ ଧାଡ଼ିକିଆ କବି କହିପାରିବେ । ଅବଶ୍ୟ ଗପ ଶୁଣିବାକୁ/ପଢ଼ିବାକୁ ମୋତେ ଭଲ ଲାଗେ, ସେଇଥିପାଇଁ କେବେ କେମିତି ଦୁଇଚାରି ଧାଡ଼ି ଗାରେଇ ଦିଏ ।
No comments:
Post a Comment