ଗୋଲାପ... - କଲେଜଡାଏରୀ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday 16 December 2020

ଗୋଲାପ... - କଲେଜଡାଏରୀ

Golapa - College Diary - ଗୋଲାପ... - କଲେଜଡାଏରୀ

ତୁମକୁ ଦେବାପାଇଁ କେବେ ବି ଗୋଲାପ କିଣିନାହିଁ,
କାଳେ ମଉଳିଗଲେ କେଉଁଠି ଫପୋଡ଼ିଦେବ ବୋଲି ।

ହେଲେ ତମେ ଦେଇଥିବା ପ୍ରତିଟି ଗୋଲାପକୁ ଆଜି ସାଇତି ରଖିଛି,
ଏବେ ବି କଲେଜ ଡାଏରୀ ଖୋଲିଲେ ସେ ମଉଳା ଗୋପାଲ ଝଲସୁଛି ।

No comments:

Post a Comment