ଆଦି ଅନ୍ତ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday 1 January 2017

ଆଦି ଅନ୍ତ

କେମିତି ହୁଏ, କାହିଁକି ହୁଏ?
ଜଣା ନାହିଁ, ବାସ୍ ହେଉ ହେଉ ହେଇଯାଏ ।

ହେଇଗଲା ପରେ କ'ଣ ହୁଏ?
କ'ଣ ଆଉ ହେବ, ଯାହା ଆଶା ନ ଥାଏ ସେଇଆ ହୁଏ ।


ସବୁବେଳେ କ'ଣ ଆଶା ପୂରଣ ହୁଏ?
ଆଶା ପୂରଣ ହେଲେ କ'ଣ ହେବ, ନିରାଶା ବି ତ ଅନେଇଥାଏ ।

ଆଶା ଆଉ ନିରାଶାର ଝଗଡ଼ାର ଅନ୍ତ କ'ଣ ହୁଏ?
ଇଏ ପରା ଆମ ଦୁନିଆ, ଏଇଠି କାହାର କିଛି ଅନ୍ତ ହିଁ ନ ଥାଏ ।

ଦେଖାଯାଉ ଏହି କାହାଣୀର ଅବସ୍ଥା କ'ଣ ହେଉଛି? ଅନ୍ତ ହେଉଛି କି ବଳୀ ପଡ଼ୁଛି ।