୨୦୧୧ ମସିହାରେ ତେଲୁଗୁ ଭାଷାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କରିଥିଲା; ପିଲା ଜମିନ୍ଦାର୍ । ୨୦୧୩ କି ୧୪ ମସିହାରେ ତାକୁ ଦେଖିଲା ପରେ ଥରକରେ ମନ ପୂରିନଥିଲା । ଆଉ ଏତେଦିନ ପରେ କାଲି ରାତିରେ ପୁଣିଥରେ ଗୋଟିଏ ଓଡ଼ିଆ କଥାଚିତ୍ର ଦେଖୁଦେଖୁ ସେ ପୁରୁଣା ଦୃଶ୍ୟ ଆସିଗଲା ଆଗରେ । ସେ ଓଡ଼ିଆ କଥାଚିତ୍ରଟି ହେଉଛି ପ୍ରେମମ୍ ।ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ପ୍ରେମଭରା କଥାଚିତ୍ର ହେଉଛି ପ୍ରେମମ୍ । କିଛିଦିନ ତଳେ ଯେତେବେଳେ ଏହି...
Wednesday, 13 July 2022
ପ୍ରେମମ୍: ରିମିକ୍ସର ରିମିକ୍ସ
ସଂଗ୍ରାମ କେଶରୀ ସେନାପତି
6:42 pm
0
Tuesday, 8 February 2022
ଗୋଲାପ ଜଳ
ସଂଗ୍ରାମ କେଶରୀ ସେନାପତି
12:08 am
0
ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲି ।ଏବର୍ଷର ରୋଜ୍ ଡେ, ଗତ ବର୍ଷର...
Tuesday, 1 February 2022
ନାରୀ ସୁରକ୍ଷା
ସଂଗ୍ରାମ କେଶରୀ ସେନାପତି
11:24 pm
0
ଏଇ କିଛିଦିନ ତଳେ ଏମିତି ଟୁଇଟର୍ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ...